ଛଖଣ୍ଡ

ଉଇକିଅଭିଧାନ‌ରୁ

ଛଖଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଷଟ୍+ଖଣ୍ଡ)[ସମ୍ପାଦନା]

୧. ଛଅଖଣ୍ଡ କାଠରେ ପ୍ରସ୍ତୁତ — ୧. Made with six pieces of sticks.
୨. ଛଅ ସଂଖ୍ୟକ —୨. Consisting of ୬ pieces; six pieces of.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୋକେଇ; ଶ୍ମଶାନକୁ ଶବବହନାର୍ଥ ମଞ୍ଚା (ନିଶୁଣି ପରି) —୧. A ladder-like stretcher (prepared by thing four sticks crosswise on two longer sticks) for carrying the dead body to the cremation ground; bier.

୨. ଛଅ ସଂଖ୍ୟକ ଖଣ୍ଡ —୨. Six pieces or bits.