ଣ କୁଶଳ

ଉଇକିଅଭିଧାନ‌ରୁ

ଣ କୁଶଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରଣନିପୁଣ, ରଣପଟ୍ଟୁ, ରଣକୃତୀ—ଅନ୍ୟରୂପ)

(ରଣକୁଶଳା, ରଣନିପୁଣା, ରଣକୃତିନୀ, ରଣପଟ୍ୱୀ—ସ୍ତ୍ରୀ) 

(ରଣକୁଶଳତା, ରଣନିପୁଣତା, ରଣକୃତିତ୍ୱ, ରଣପଟୁତା—ବିଶେଷ୍ୟ - ରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)[ସମ୍ପାଦନା]

ଯୁଦ୍ଧବିଦ୍ୟାରେ ପାରଗ — Skilful in the art of warfare.