ପରେ

ଉଇକିଅଭିଧାନ‌ରୁ

ପରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.—(ସଂସ୍କୃତ - ପର)[ସମ୍ପାଦନା]

୧. ଉତ୍ତାରୁ; ଅନନ୍ତର — ୧. After.
୨. ପଶ୍ଚାତ୍ —୨. Afterwards.
୩. ଭବିଷ୍ୟତରେ —୩. In future.
୪. (ଅମୁକର) ପରେ; ଉତ୍ତାରେ —୪. After that.
୫. ଠାରେ; ଉପରେ —୫. Over; above.

ତାର ପରେ କି ବିଶ୍ୱାସ କବିସୂର୍ଯ୍ୟ. ସଙ୍ଗୀତ

୬. (ଅମୁକର) ଊର୍ଦ୍ଧ୍ୱରେ —୬. High above.

ତୋହ ପରେ ତହିଁ ବସିବେ ଗୌରବେ, ତୋର ମତେ କେତେ ନଗଣ୍ୟ ମାନବେ ରଧାନାଥ. ଦରବାର

ଅନୁବାଦ[ସମ୍ପାଦନା]

୭. (ଅମୁକର) ଉପରକୁ; ଆଡ଼କୁ — ୭. Towards (that).

କୃପାଚାର୍ଯ୍ୟ ଯେ କୃତକର୍ମୀ ଦୁହେଁ ମିଶି, ଧଷ୍ଟକେତୁ ପରେ ବିନ୍ଧିଲେ ଶର ରାଶି କୃଷ୍ଣସିଂହ. ମହାଭାରତ. ଭୀଷ୍ମ

୮. (ଅମୁକର) ବାହାରେ —୮. Out side (that).

ବାଳ ମାୟାର ପରେ ରହି, ପର ଆପଣା ଭେଦ ନାହିଁ—ଜଗନ୍ନାଥ. ଭାଗବତ

ଅନୁବାଦ[ସମ୍ପାଦନା]

୯. (ଅମୁକ) ଅପେକ୍ଷା; ରୁ; ଅଧିକା; ଠାରୁ — ୯. Over and above; than.

ଯା ତହୁଁ ନାନା ଯାହା ପରେ, ନକଟି ନାହିଁ ଏ ସଂସାରେ ଜଗନ୍ନାଥ. ଭାଗବତ

=== ପ୍ରାଦେଶିକ - (ସମ୍ୱଲପୁର)

ପରି; ପରାୟେ —Like; similarly.