ବିଜୁଳି

ଉଇକିଅଭିଧାନ‌ରୁ

ବିଜୁଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଦ୍ୟୁତ;ତୁଳ ପ୍ରା; ବିଜ୍ଜୁ; ବିଜ୍ଜୁରୀ)[ସମ୍ପାଦନା]

୧. ବିଦ୍ୟୁତ୍; ସୌଦାମିନୀ; ତଡ଼ିତ୍ —୧. Lightning.
୨. ତଡ଼ିତ୍ପ୍ରଭା; ତଡ଼ିତ୍ଶକ୍ତି —୨. Electricity.
୩. (ସଂସ୍କୃତ - ପାରେବତ ଫଳ) ପିଦୁଡ଼ି; ପିଜୁଳି — ୩. Guava.