କଉଡ଼ିଭାଗିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଡ଼ିଭାଗିଆ
ଉଚ୍ଚାରଣ: Kauṟḍ̠ibhāgiā

ଦେ. ବି —

କେଉଟ ଆଦି ହାଟୁଆ ଜାତିଙ୍କ ବେହେରାଠାରୁ ଚିଠି ନେଇ ଜାତିଭାଇଙ୍କ ମଧ୍ୟରେ ଫେରାଇ ଜାତି— ସମ୍ବନ୍ଧୀୟ ଖବର ସେମାନଙ୍କୁ ଜଣାଇ ଦେଉଥିବା ବ୍ୟକ୍ତି — A carrier of letters regarding caste matters amongst the Hāṭuā Ṡūdras.