ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ଜୁଲାଇ

ଉଇକିଅଭିଧାନ‌ରୁ

ବାଟି

ଉଚ୍ଚାରଣ: Bāṭi
ଦେଶଜ - ବିଶେଷ୍ୟ

  1. ଏକପ୍ରକାର କଉଡ଼ି ଖେଳ
  2. (ବଙ୍ଗଳାରୁ ଅନୁକୃତ)—ଗିନା; କଟରା; ତାଟିଆ

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ

  1. ୮୪ ଠାରୁ ୧ ତୋଳା ଓଜନ