ଠାକୁ ଯିବା

ଉଇକିଅଭିଧାନ‌ରୁ

ଠାକୁ ଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠାଆକୁ ଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଭୋଜନ କରିବାକୁ ଯିବା — To go to take one's meal.

ସପ୍ତମୀ ଦିନ ଏକବାର ରାନ୍ଧ ବେଳବୁଡ଼େ ଠାକୁ ଯାଉଥିଲେ ଫକୀରମୋହନ ଛମାଣ ଆଠଗୁଣ୍ଠ