ବତାଲି

ଉଇକିଅଭିଧାନ‌ରୁ

ବତାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ବିଶେଷ୍ୟ - ଦେଶଜ[ସମ୍ପାଦନା]

ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଯାହା ସାଧାରଣତଃ ବୋଇତ/ଜାହାଜ ମାନଙ୍କରେ ଥାଏ

[ଉଦାହରଣ - "ଦିନ ହେଲା, ଦେଖିଲୁ, ଧାମରା ଘଡିଆମାଳ ମୁହାଣ । ଆଉ ଚାରା ନାହିଁ, ବତାଲିକୁ ଓହ୍ଲାଇ ଆସିଲୁଁ ।" -ଗଳ୍ପସ୍ଵଳ୍ପ: ଫକୀରମୋହନ ]