ବ୍ୟବହାରକାରୀଙ୍କ ଆଲୋଚନା:Bikash Ojha

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Bikash Ojha,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୧:୫୯, ୨୮ ମଇ ୨୦୧୭ (UTC)[reply]

ଏହି ପୃଷ୍ଠାରେ ଆପଣଙ୍କ ପାଇଁ ଏକ ଆଲୋଚନା ରହିଛି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୦:୪୫, ୧୧ ମାର୍ଚ୍ଚ ୨୦୨୦ (UTC)[reply]

ବର୍ତ୍ତମାନ ପାଇଁ Emolient ଶବ୍ଦଟି ଲିଭାଇ ଦିଆଯାଇଛି ଏବଂ ତଥ୍ୟକୁ ବ୍ୟବହାରକାରୀ:Bikash Ojha/Emolientରେ ରଖାଯାଇଛି । ବୋଧହୁଏ ଏଥିରେ ବନାନ ଭୁଲଥିଲା । ଉପଯୁକ୍ତ ଆଧାର ରଖି ଏହାକୁ ପୁଣିଥରେ ଲେଖିପାରିବେ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୦୫, ୧୮ ମାର୍ଚ୍ଚ ୨୦୨୦ (UTC)[reply]

ଠିକ ଅଛି । ମୁଁ oxford Eng-Ori। dictionary ରୁ ସେହି ଶବ୍ଦଟି ଲେଖିଥିଲି । କିନ୍ତୁ ପାଖରେ ଏବେ ସେହି ବହି ନଥିବାରୁ ଆଧାର ଦେବା ସମ୍ଭବ ହେଲାନାହିଁ । ପରେ ସେଇଟି ଦେଖିବି । ଧନ୍ୟବାଦ -- Bikash Ojha (ମୋ ଆଲୋଚନା) ୦୧:୪୯, ୧୯ ମାର୍ଚ୍ଚ ୨୦୨୦ (UTC)[reply]