ବିରୁପା
ଦେଖଣା
ବିରୁପା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମହାନଦୀ ଶାଖା ନଶେଷ —A branch of the river mahanadi in Orissa.
(ଉ—ଚନ୍ଦନ ନିକୁଞ୍ଜ—ମୂଳକ ଅଳତୀ, ସ୍ୱରୁପା ବିରୁପା ଯହିଁ କରେ ଗତି— ରାଧାନାଥ. ନନ୍ଦକିଶ୍ୱରୀ)
[ଦ୍ରଷ୍ଟବ୍ୟ —ମହାନଦୀର ଏ ଶାଖା କଟକରେ ୩୪: ମାଇଲ ପଶ୍ଚିମରେ ଚଉଦୁଆରଠାରେ ମହାନଦୀରୁ ବାହାରିଅଛି ଏହି ନଦୀରେ ଆନିକଟ୍ ତିଆରି ହୋଇ ଉକ୍ତ ଜଳଭଣ୍ଡାରରୁ ହାଇଲେଭଲ୍ କେନାଲ ବାହାରି ଅଛି]
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବିରୁପର ସ୍ତ୍ରୀଲିଙ୍ଗ — Feminine of Birūpā.
ଅନୁବାଦ
[ସମ୍ପାଦନା]ବିରୁପା
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁରାଲଭା (ଦେଖ) - — ୧. Durālabhā (See)
- ୨. ଅତିବିଷ (ଦେଖ) - —୨. Atibisha (See).
ଦେଶଜ - ବିଶେଷଣ - (ପୁଂ ଓ ସ୍ତ୍ରୀ) (ସଂସ୍କୃତ - ବିରୂପ)
[ସମ୍ପାଦନା]କୁତ୍ସିତରୂପବିଶିଷ୍ଟ —Of ugly appearance.
(ଉ—ବିରୂପା ବିରୁପାକ୍ଷକୁ କଲା ନୀଳ ପ୍ରକଟି କଟିକ ଭାଙ୍ଗି—ଭଞ୍ଜ.ବୈଦେହୀଶବିଳାସ