ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ମୁଦ୍ଗର

ଉଚ୍ଚାରଣ: Mudgara
ଶବ୍ଦ ବିନ୍ୟାସ: ମୁଦ୍=ହର୍ଷ+ଗୃ ଧାତୁ=ବୃଦ୍ଧି କରିବା=କର୍ତ୍ତୃ+ଅ
(ଏହା ଅଭ୍ୟାସ କଲେ ଶରୀରରେ ହର୍ଷ ବା ସମ୍ପତ୍ତି ବୃଦ୍ଧି ହୁଏ)
ସଂସ୍କୃତ - ବିଶେଷ୍ୟ

  1. ଗଦାପରି ଅସ୍ତ୍ର ବିଶେଷ; ମୁଗୁର; ମୁଦୁଗର; ପ୍ରାଚୀନ ଭାରତରେ ଯୁଦ୍ଧାସ୍ତ୍ର ବିଶେଷ