ଶିରପେଚ
ଦେଖଣା
ଶିରପେଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ସରପେଚ)
[ସମ୍ପାଦନା]- ୧. ଶିରୋବେଷ୍ଟନ; ପଗଡ଼ି; ଉଷ୍ଣୀଷ —୧. Turban.
- ୨. ପଗଡ଼ିର ସମ୍ମୁଖରେ ବନ୍ଧାଯିବା ମଣି ମୁକ୍ତା ଖଚିତ ଅଳଙ୍କାର ବିଶେଷ —୨. An oraanment attached to the front of a turban.
[ଉ—ଶିରପେଞ୍ଚ ଯାହା କିଛି ଦିନ ଅନ୍ତେ ତରଳେ କରକା ପ୍ରାୟେ କାଳ ଦନ୍ତେ ରାଧାନାଥ—ଦରବାର]