ଜର୍ମାନୀ
ଜର୍ମାନୀ ଇଉରୋପରେ ଥିବା ଏକ ଦେଶ ।
ଜର୍ମାନୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - ନାମ (ଇଂ)[ସମ୍ପାଦନା]
ଇଉରୋପର. ରାଜ୍ୟବିଶେଷ — Germany.
[ଦ୍ରଷ୍ଟବ୍ୟ —ପୂର୍ବେ ଏ ରାଜ୍ୟ ଆସିଆ, ଆଫ୍ରିକା ଓ ଆମେରିକାରେ ଅନେକ ସ୍ଥାନ ଅଧିକାର କରି ସାମ୍ରାଜ୍ୟ ବିସ୍ତାର କରିଥିଲା ଓ ଏ ରାଜ୍ୟର ସମ୍ରାଟଙ୍କ କାଇଜର ବୋଲାଯାଉଥିଲା ବିଗତ ମହାସମର (୧୯୧୪—୧୯୧୮: ) ଜର୍ମାନୀଦ୍ୱାରା ସୁତପାତ ହେଲା ଓ ଶେଷରେ ଜର୍ମାନୀ ପରାସ୍ତ ହେଇ ସନ୍ଧି କଲା ବର୍ତ୍ତମାନ ଏହା ସାଧାରଣ ତନ୍ତ୍ର ପ୍ରଣାଳୀରେ ଶାସିତ]