ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଅକ୍ଟୋବର

ଉଇକିଅଭିଧାନ‌ରୁ

ଶିପ୍ରା

ଉଚ୍ଚାରଣ: Siprā
ସଂସ୍କୃତ - ବିଶେଷ୍ୟ

  1. କାଳିକାପୁରାଣୋକ୍ତ ଶିପ୍ର ସରୋବରରୁ ଉତ୍ଥିତ ନଦୀବିଶେଷ

[ଦ୍ରଷ୍ଟବ୍ୟ —କ୍ଷୁଦ୍ର ଶିପ୍ରା ସ୍ରୋତ ବିଖ୍ୟାତ ଜଗତେ, ମହାନଦୀ ନାମ ରହିଲା ଗୁପତେ— ରାଧାନାଥ, ଚିଲିକା]