ମାମା
ଦେଖଣା
ମାମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାତା, ମା; ଫାରାସୀ - ମାମା)—ରାଜ ପରିବାରରେ ବ୍ୟବହୃତ ଓ ଶିଶୁଭାଷା)
[ସମ୍ପାଦନା]ମାତା —Mother.
[ଉ— ମାମାରେ ! ପାଠପଢ଼ା ବଡ଼ ଦୁଃଖ, ହାତ ଗୋଡ଼ ଦୁଇ ଲାଗଇରେ ! ପଶ୍ଚାନ୍ତେ ବଡ଼ ସୁଖ୍ ଶିଶୁବଚନ ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ପୁଂ. (ତୁଳ. ବଙ୍ଗାଳୀ - ମାମା; ହି ମାମା)
[ସମ୍ପାଦନା]ମାମୁ —Maternal uncle.