ଉଇକିଅଭିଧାନ:ବଛା ଶବ୍ଦ/୨୦୧୮/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ବତ୍ସ

ଉଚ୍ଚାରଣ: Batsa
ଶବ୍ଦ ବିନ୍ୟାସ: ବଦ୍ ଧାତୁ=ସ୍ନେହ ସଂଭାଷଣ; କଥନ+କର୍ମ. ସ; ଯାହାକୁ ସ୍ନେହ ପୂର୍ବକ ଡକାଯାଏ
ସଂସ୍କୃତ - ବିଶେଷ୍ୟ

  1. ପୁତ୍ର
  2. ଜନୈକ ଭକ୍ତ ବ୍ରାହ୍ମଣ; ଶ୍ରୀବତ୍ସ

[ଉଦାହରଣ —ବତ୍ସ ପାରା ଚିହ ପରି ହୃଦରେ, ବାହ୍ୟେ ନ ତିଶି ରଖିଲେ ଭିତରେ— ଭଞ୍ଜ, ବୈଦେହୀଶବିଳାସ]