ଚିପିବା
Appearance
ଚିପିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚାପ)
[ସମ୍ପାଦନା]- ୧. ଚାରିଆଡ଼ୁ ଚାପ ଦେବା —୧. To compress; to press on all sides.
- ୨. ସଂଙ୍କୋଚନ କରିବା — ୨. To tighten; to contract by pressure.
- ୩. ମୁଠାଇ ଧରିବା —୩. To squeeze.
- ୪. ହାତ ଆଙ୍ଗୁଠିଦ୍ୱାରା ଚାପିବା; ମଳିବା — ୪. To press with the hand or fingers.
- ୫. ଗୋଡ଼ ହାତ ଆଦିକୁ ହାତଦ୍ୱାରା ଚାପିବା — ୫. To perform massage. l
ପ୍ରାଦେଶିକ - (ସଂହଭୁମି) କ୍ରି. (ଜୋତା, ଖଡ଼ୁ, କୁର୍ତ୍ତା)
[ସମ୍ପାଦନା]ଦେହକୁ କସି ହେବା — (shoes or ornament or dress) To sit tight over the body.
(ଯଥା— ଏ ଜୋତା ମତେ ଚିପୁଛି)