ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ଜାନୁଆରୀ

ଉଇକିଅଭିଧାନ‌ରୁ

ବିପ୍ରବର

ଉଚ୍ଚାରଣ: Biprabara
ଶବ୍ଦ ବିନ୍ୟାସ: ୭ମୀ ତତ୍; ବିପ୍ର+ବର
ସଂସ୍କୃତ - ବିଶେଷ୍ୟ

  1. ଦ୍ୱିଜୋତ୍ତମ; ବ୍ରାହ୍ମଣ-ଶ୍ରେଷ୍ଠ