ଧଡ଼ା

ଉଇକିଅଭିଧାନ‌ରୁ

ଧଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧଟ)[ସମ୍ପାଦନା]

୧. ତୁଳା ଦଣ୍ଡ — ୧. Scale-beam.
୨. ତୁଳା ଯନ୍ତ୍ର —୨. Scales; balance.
୩. ବଟକରା —୩. Srandard weights for weigh ing; standard pieces of stone or metal used in weighing.
୪. ଧଡ଼ା ଧରିବା ପାଇଁ ତରାଜରେ ଏକ ପଲ୍ଲାରେ ଯେଉଁ ମାଟି, ଗୋଡ଼ି ବା ଇଟା ଖଣ୍ଡ ମାନ ରଖାଯାଏ; ପାସଙ୍ଗ — ୪. Bits of earth, stone or brick or any other substance put on one of the scales of a balance to adjust the scale-beam; counterpoise.
୫. ଅର୍ଗଳ; କାଷ୍ଠ ଦଣ୍ଡ — ୫. A wooden har.
୬. ଠେଙ୍ଗା; ଦଣ୍ଡ —୬. A big and thick staff; bludgeon.
୭. କବାଟ ରୂପେ ବ୍ୟବହୃତ ତାଟିକୁ ଦଉଡ଼ିଦ୍ୱାରା ଅଟକାଇ ବନ୍ଦ କରିବାପାଇଁ ବ୍ୟବହୃତ ବାଉଁଶ — ୭. A bamboo bar used to fasten a Tāṭi-door with.
୮. (ସଂସ୍କୃତ - ଧଟୀ, ଧଟିକା)—ପିନ୍ଧା ଲୁଗା ଉପରେ ଅଣ୍ଟାରେ ଭିଡ଼ାଯିବା ଚାଦର — ୮. A cloth tied round the waist over the loin cloth.
୯. କୌପୁନୀ —୯. A strip of cloth covering the privities.
୧. ଚିରା କନା —୧୦. Rags.
୧୧. ପୃଷ୍ଠବସ୍ତ୍ର —୧୧. A covering for the back.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଧଡ଼ିଆ; ଅତି କୃଷ — Very thin; emaciated.

(ଯଥା—ତିନି ଦିନ ହେଲା ନ ଖାଇବାରୁ ଲୋକଟି ଧଡ଼ା ହୋଇଗଲାଣି)