ପୁଷି
ପୁଷି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବି—(ବିରାଡ଼ିକୁ ଡାକିବା ସମୟରେ କରାଯିବା ସିଟି ଧ୍ୱନିର ଅନୁକରଣରେ ନିଷ୍ପନ୍ନ ଶବ୍ଦ;ତୁଳ. ଇଂରାଜୀ - ପୁସ୍ପ୍; ଆଇରିସ୍ ଓ ଗେଲିକ୍ ପୁସ୍; ଡଚ୍—ପୋଏସ୍; ତା. ପୁସ୍ସେଇ)[ସମ୍ପାଦନା]
- ୧. ବିରାଡ଼ି —୧. Cat.
- ୨. ପ୍ରିୟ ବିରାଡ଼ି —୨. A pet cat.
ଅ[ସମ୍ପାଦନା]
ପୋଷା ବିରାଡ଼ିକୁ ସ୍ନେହରେ ଡାକିବାର ଶବ୍ଦ — A term of endearment for calling a pet cat.