ଆରିସା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଚାଉଳଚୂନା ଓ ଗୁଡ଼ରେ ଖଳି ପ୍ରସ୍ତୁତ କରି ତାକୁ ବଳି ଘିଅରେ ଛାଣି ତିଆରି କରିବା ପିଷ୍ଟକବିଶେଷ
  • ଏକ୍ ଜାତୀୟ ଅର୍ଶୋହର ଗୁଳ୍ମ
  • ଅର୍ଶରୋଗ