ଅଂଶକ

ଉଇକିଅଭିଧାନ‌ରୁ

ଅଂଶକ

(file)

1 ନିଏ 1. Sharing; taking a share.

2 ଭାଗ ପାଇବାର ଅଧିକାରୀ—2. Entitled to a share.

ଦେ. ବି. (ଅଂଶ + ଓଡ଼ିଆ ଏକସଂଖ୍ୟାବାଚକ ପ୍ରତ୍ୟୟ କ)—
ଏକ ଅଂଶ ବା ଭାଗ ମାତ୍ର—One share only.
(ୟଥା—ତା ଅଂଶକ ସେ ପାଇଲେ ତ ସନ୍ତୁଷ୍ଟ ହେବ)