ଅବର୍ତ୍ତମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ସଂସ୍କୃତଭାଷା,ବିଶେଷଣ,ପୁଂଲିଙ୍ଗ(ଅ+ବର୍ତ୍ତମାନ)[ସମ୍ପାଦନା]

  • ଅନୁପସ୍ଥିତ(Absent)
  • ମୃତ(Deceased)
  • ଅସ୍ତିତ୍ଵରହିତ,ସତ୍ତାରହିତ(Having no entity or being)
  • ଅସ୍ଥିତ,ଅବିରାଜିତ(Non-existent,not existing)[୧]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା-୪୪୦