ଅମୁହାଁ

ଉଇକିଅଭିଧାନ‌ରୁ
  • (ଦେଶଜ,ବିଶେଷ୍ୟ)-ଯେଉଁ ଘର,ଦେଉଳ,ଗଳି ଆଦିର ପ୍ରବେଶ ଦ୍ଵାର ନାହିଁ,ଦ୍ଵାରହୀନ
  • ଯେଉଁ ଦହି ମୁହାଁ(ଦହି ଗୋଳାଇବା) ହୋଇ ନାହିଁ
  • ଯେଉଁ ଗଳିରୁ ବାହାରି ଯିବାକୁ ବାଟ ନାହିଁ
  • ଯେଉଁ ଚୁଲିରେ ଜାଳକାଠ ମୁହାଁ ହୋଇ ନ ଥାଏ(ଚୁଲି ଭଲ ଭାବରେ ଜଳିବା ପାଇଁ କାଠ ପୂରାଇ ଦେବା)