Jump to content

ଆଲୋଚନା:କରଣ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିଅଭିଧାନ‌ରୁ

ଉଇକିଅଭିଧାନ ଢାଞ୍ଚାରେ ଲେଖାଯାଇନାହିଁ

[ସମ୍ପାଦନା]

ଏହି ଲେଖାଟି ଓଡ଼ିଆ ଉଇକିଅଭିଧାନ ଢାଞ୍ଚାରେ ଲେଖାଯାଇନାହିଁ । ଲେଖାଟି ପାଇଁ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ କିମ୍ବା ଆଧାର ଦିଆ ଯାଇନହିଁ । ଏହାକୁ ଏକ ସମ୍ପୂର୍ଣ ପ୍ରସଙ୍ଗ/article ଭାବରେ ଓଡ଼ିଆ ଉଇକିପିଡ଼ିଆରେ ଲେଖିପାରିବେ । କେହି ଉଇକିଆଳି ଏହି ଶବ୍ଦଟିକୁ ଠିକ କରିବାରେ ସହଯୋଗ କରନ୍ତୁ । ଏହି ଶବ୍ଦ ବିଷୟରେ ଅଧିକ ଆଲୋଚନା, ଆଲୋଚନା ପୃଷ୍ଠାରେ କରିବାପାଇଁ ଅନୁରୋଧ । Snip1 (ମୋ ଆଲୋଚନା) ୧୧:୪୪, ୧୪ ଜାନୁଆରୀ ୨୦୨୬ (UTC)Reply