Jump to content

ଆଲୋଚନା:ନନା

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିଅଭିଧାନ‌ରୁ

ବୋଉ ପୃଷ୍ଠାରୁ ଅଣାଗଲା

[ସମ୍ପାଦନା]

ନିମ୍ନ ବାକ୍ୟଟି ବୋଉ ପୃଷ୍ଠାରୁ ଅଣାଗଲା । କେହିଜଣେ ନୂଆ ବ୍ୟବହାରକାରୀ ଏହାକୁ ସେଠାରେ ଲେଖିଥିଲେ ।

"[ଦ୍ରଷ୍ଟବ୍ୟ- ସାଧାରଣତଃ ପୁରୀ ଏବଂ ଅଭିବକ୍ତ କଟକ ଜିଲ୍ଲାରେ ବ୍ରାହ୍ମଣ ଓ ଖଣ୍ଡାୟତ ବା କ୍ଷତ୍ରିୟ ପରିବାର ରେ ଭାଇ ଙ୍କୁ "ନନା" ଓ ବାପାଙ୍କର ସାନଭାଇ ଙ୍କୁ କାକା / ଦାଦି ବୋଲି ଡାକନ୍ତି।]"

ଆବଶ୍ୟକ ମତେ ଏହାକୁ ସ୍ଥାନିତ କରାଯିବ । Snip1 (ମୋ ଆଲୋଚନା) ୧୦:୪୧, ୨୫ ଅପ୍ରେଲ ୨୦୨୫ (UTC)Reply