ଆହାର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଖାଇବା; ଭୋଜନ
  • ଖାଦ୍ୟ; ଭୋଜ୍ୟବସ୍ତୁ
  • ଆହରଣ
  • ଦେହପୁଷ୍ଟିର ଉପାଦାନ