ଉଇକିଅଭିଧାନ:ନୂଆ ଶବ୍ଦ

ଉଇକିଅଭିଧାନ‌ରୁ
(ଉଇକିଅଭିଧାନ:ଅବଦାନରୁ ଲେଉଟି ଆସିଛି)

ଓଡ଼ିଆ ଉଇକିଅଭିଧାନରେ ନୂଆ ଶବ୍ଦଟିଏ ଯୋଡ଼ିବା ପାଇଁ ନିମ୍ନଲିଖିତ ବିଭାଗରେ ଅବଦାନ କରିପାରିବେ:

  • ଓଡ଼ିଆ ଉଇକିଅଭିଧାନରେ "ଓଡ଼ିଆ ସ୍ଵରବର୍ଣ୍ଣରୁ ଆରମ୍ଭ" ଶବ୍ଦ ବହୁତ କମ ରହିଛି । ଏହି ବାବଦରେ ଆପଣ ଅଧିକ ଅବଦାନ କରିପାରିବେ ।
  • ଓଡ଼ିଆ ଉଇକିଅଭିଧାନରେ "ଅନ୍ୟ ଭାଷାରୁ ଓଡ଼ିଆ" ଶବ୍ଦ ନାହିଁ । ନୂଆ ବିଭାଗ ଆରମ୍ଭ କରିପାରିବେ ।
  • ଓଡ଼ିଆ ଉଇକିଅଭିଧାନରେ "ବିଜ୍ଞାନ ସମ୍ବନ୍ଧୀୟ" ଶବ୍ଦ ପ୍ରାୟତଃ ନାହିଁ । ଏହି ବାବଦରେ ଓଡ଼ିଆ ଭାଷାରେ ବହୁଳ ପ୍ରଚଳିତ ଇଂରାଜୀ ଶବ୍ଦର ଶବ୍ଦାର୍ଥ ଯୋଡ଼ି ପାରିବେ, ଯଥା: କମ୍ପ୍ୟୁଟର, ରକେଟ ଇତ୍ୟାଦି ।
  • ଓଡ଼ିଆ ଉଇକିଅଭିଧାନରେ "ଆଧୁନିକ ଓଡ଼ିଆ" ଶବ୍ଦର (୯୦ ଦଶକ ପରେ ଆସିଥିବା ଓଡ଼ିଆ ଶବ୍ଦ) ନାହିଁ । ନୂଆ ବିଭାଗଟିଏ ଆରମ୍ଭ କରିପାରିବେ ।