ଉଇକିଅଭିଧାନ:ଆଜିର ଶବ୍ଦ/ଜୁଲାଇ ୨୦୧୪

ଉଇକିଅଭିଧାନ‌ରୁ

କଞ୍ଚୁକ

ଉଚ୍ଚାରଣ: Kan̄chuka
ସଂ. ବି.—
(କଞ୍ଚ ଧାତୁ=ବନ୍ଧନ କରିବା+କରଣ. ଉକ; ଯାହାଦ୍ଵାରା ଶୀର ଆବଦ୍ଧ ଥାଏ)

  1. ନିର୍ମୋକ; ସାପାକାତି
  2. ବର୍ମ; କବଚ; ସା଼ଞ୍ଜୁ
  3. ଜାମା; କୁର୍ତ୍ତା; ସ୍ତ୍ରୀମାନଙ୍କର କାଞ୍ଚିଲା
  4. ଜାକେଟ୍
  5. ବସ୍ତ୍ର

ପୁରା ପଢନ୍ତୁ...