ଉଇକିଅଭିଧାନ:ଆଜିର ଶବ୍ଦ/ଡିସେମ୍ବର ୨୦୧୪

ଉଇକିଅଭିଧାନ‌ରୁ

ଗୋସାଇଁ

ଉଚ୍ଚାରଣ: Gosāiñ
ଦେଶଜ - ବିଶେଷ୍ୟ

  1. ପ୍ରଭୁ; ସ୍ୱାମୀ
  2. ମାଲିକ; ପଶୁର ବା ଦ୍ରବ୍ୟର ସ୍ୱାମୀ
  3. ବ୍ରାହ୍ମଣ
  4. ଗୋସ୍ୱାମୀ; ବୈରାଗୀ; ସନ୍ନ୍ୟାସୀ ସଂପ୍ରଦାୟବିଶେଷ; ଦଶ— ନାମୀ ସନ୍ନ୍ୟାସୀ

[ଦ୍ରଷ୍ଟବ୍ୟ —ଏ ସଂପ୍ରଦାୟର ଦଶ ଭେଦ ଅଛି, ଏମାନଙ୍କୁ ଦଶନାମୀ ବୋଲାଯାଏ ଗିରି, ପୁରୀ, ଭାରତୀ, ସରସ୍ୱତୀ, ବନ, ତୀର୍ଥ ଆଦି ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ]


ପୁରା ପଢନ୍ତୁ...