ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଫେବୃଆରୀ

ଉଇକିଅଭିଧାନ‌ରୁ

ଟାକରା

ଉଚ୍ଚାରଣ: Ṭākarā
ଦେଶଜ - ବିଶେଷ୍ୟ

  1. ତାଳୁ
  2. ତାଳୁ ଓ ଜିଭଦ୍ୱାରା କୃତ ଅବ୍ୟକ୍ତ ଟକ୍ଟକ୍ ଶବ୍ଦ

[ଦ୍ରଷ୍ଟବ୍ୟ —ଗୋରୁଙ୍କୁ ଅଡ଼ାଇବା ସମୟରେ ଏ ଶବ୍ଦ ଉଚ୍ଚାରିତ ହୁଏ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ

  1. ମୁଣ୍ଡର ଚନ୍ଦା ବା କେଶହୀନ ସ୍ଥଳ