ଉଇକିଅଭିଧାନ:ବଛା ଶବ୍ଦ/୨୦୧୮/ଅଗଷ୍ଟ

ଉଇକିଅଭିଧାନ‌ରୁ

ବିପ୍ରଲମ୍ଭ

ଉଚ୍ଚାରଣ: Bipralambha
ଶବ୍ଦ ବିନ୍ୟାସ: ବି+ପ୍ର+ଲଭ୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. କଳହ; ବିବାଦ
  2. ପ୍ରତାରଣା; ଛଳନା