ଉଇକିଅଭିଧାନ:ବଛା ଶବ୍ଦ/୨୦୨୦/ଜୁଲାଇ

ଉଇକିଅଭିଧାନ‌ରୁ

ଛୁରି

ଉଚ୍ଚାରଣ: Chhuri
ଶବ୍ଦ ବିନ୍ୟାସ: ଛୁର୍ ଧାତୁ+ କରଣ. ଇ
ସଂସ୍କୃତ - ବିଶେଷ୍ୟ

  1. କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ

[ଉଦାହରଣ —ଛଟା କାହା କଟାକ୍ଷର ଛୁରି ହେଲା କି ବକ୍ଷର - କବିସୂର୍ଯ୍ୟ, କିଶୋରୀଚମ୍ପୁ]