ଉଇକିଅଭିଧାନ:ବଛା ଶବ୍ଦ/୨୦୨୦/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ଟିକାଇତ

ଉଚ୍ଚାରଣ: Ṭikāita
ଦେଶଜ - ବିଶେଷ୍ୟ

  1. ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ୟକ୍ତିର କପାଳରେ ଟିକା ଦିଆଯାଇ ଥାଏ

[ଉଦାହରଣ —ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ - କବିସୂର୍ଯ୍ୟ, କିଶୋରୀ ଚମ୍ପୁ, ଟ. ଗୀତ]