ଉଇକିଅଭିଧାନ:ବଛା ଶବ୍ଦ/୨୦୨୧/ଅପ୍ରେଲ

ଉଇକିଅଭିଧାନ‌ରୁ

ଚିମୁଟା

ଉଚ୍ଚାରଣ: Chimuṭā
ଶବ୍ଦ ବିନ୍ୟାସ: ସଂସ୍କୃତ - ଚିପିଟ=ଚେପଟା
ଦେଶଜ - ବିଶେଷ୍ୟ

  1. ଦୁଇ ଟିପଦ୍ୱାରା ଚିପି ଆଘାତ କରିବା
  2. ବଣିଆ, ସନ୍ୟାସୀ ଓ କମାରମାନଙ୍କର ଯନ୍ତ୍ର ବିଶେଷ

[ଦ୍ରଷ୍ଟବ୍ୟ —ଏଥିରେ ଦୁଇଟି ଲମ୍ୱ ଓ ପତଳା ବାହୁ ଥାଏ; ନିଆଁ ବା ତପ୍ତ ବସ୍ତୁ ଆଦି ଯାହା ହାତରେ ଧରି ହେବ ନାହିଁ, ଏପରି ବସ୍ତୁସବୁକୁ ଚିମୁଟାର ଦୁଇ ବାହୁଦ୍ୱାରା ଚିପି ଧରି ଉଠାଇବାକୁ ହୁଏ]