ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ଦିମାକିଆ

ଉଚ୍ଚାରଣ: Dimākiā
ଶବ୍ଦ ବିନ୍ୟାସ: ଫାରାସୀ - ଦମାଗୀ
ବୈଦେଶିକ - ବିଶେଷଣ

  1. ଅହଂକାରୀ; ଗର୍ବୀ
  2. ଯେଉଁ ଲୋକର ମନୋଭାବ ଅନ୍ୟ ଲୋକେ ସହଜରେ ବୁଝି ପାରନ୍ତି ନାହିଁ