ଉଇକିଅଭିଧାନ:ବଛା ଶବ୍ଦ/୨୦୨୬
ଦେଖଣା
| « ୨୦୨୫ | ୨୦୨୬ | ୨୦୨୭ » |
| ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ମହନୀ
ଉଚ୍ଚାରଣ: Mahanī
ଶବ୍ଦ ବିନ୍ୟାସ: ସଂସ୍କୃତ - ମୋହିନୀ
ଗ୍ରାମ୍ୟ - ବିଶେଷ୍ୟ —
- କୌଣସି ବ୍ୟକ୍ତିକୁ ମୋହନ ବା ବଶୀକରଣ କରିବା ଉପାୟ
ଫେବୃଆରୀ
[ସମ୍ପାଦନା]ମାର୍ଚ୍ଚ
[ସମ୍ପାଦନା]ସଂକୁଡ଼ି
| (file) |
ଉଚ୍ଚାରଣ: Saṁkuṟḍ̠i
ଶବ୍ଦ ବିନ୍ୟାସ: ସଂସ୍କୃତ - ସଙ୍କାର=ସଂମ୍ମାର୍ଜନୀକ୍ଷିପ୍ତ ଧୂଳି, ଆବର୍ଜନା
ଦେଶଜ - ବିଶେଷ୍ୟ —
- ଉଚ୍ଛିଷ୍ଟ ଖାଦ୍ୟ
- ଜଳପକ୍ୱ ଖାଦ୍ୟ (ଭାତ, ଡାଲି, ତିଅଣ, ଜଳପକ୍ୱ ପିଠା ପ୍ରଭୃତି)
ଅପ୍ରେଲ
[ସମ୍ପାଦନା]ମଇ
[ସମ୍ପାଦନା]ବଡ଼ା
| (file) |
ଉଚ୍ଚାରଣ: Baṟḍ̠ā
ଶବ୍ଦ ବିନ୍ୟାସ: ସଂସ୍କୃତ - ବଟକ
ଦେଶଜ - ବିଶେଷ୍ୟ —
- ଘୃତ ବା ତୈଳପକ୍ୱ ପୢଷ୍ଟକବିଶେଷ; ବରା