ଉଇକିଅଭିଧାନ:ବିକଳ୍ପ ଶବ୍ଦ/୨୦୧୬

ଉଇକିଅଭିଧାନ‌ରୁ

ଯଜମାନ

ଉଚ୍ଚାରଣ: J̄jamāna
ଶବ୍ଦ ବିନ୍ୟାସ: ଯଜ ଧାତୁ+କର୍ତ୍ତୃ. ଆନା
ସଂସ୍କୃତ - ବିଶେଷଣ

  1. ଯାଗକାରୀ

ବିଶେଷ୍ୟ

  1. ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଦକ୍ଷିଣା ଦେଇ ବ୍ରାହ୍ମଣଦ୍ୱାରା ଯାଗ କ୍ରିୟା କରାନ୍ତି
  2. ମହାଦେବଙ୍କର ଅଷ୍ଟମୂର୍ତ୍ତି ମଧ୍ୟରୁ ପ୍ରଧାନ ମୂର୍ତ୍ତି