Jump to content

ଉଚକା ଦେବା

ଉଇକିଅଭିଧାନ‌ରୁ

ଉଚକା ଦେବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପଣାକୁ ଧରିବାକୁ ଗୋଡାଇଥିବା କୌଣସି ବ୍ୟକ୍ତିକୁ କୌଶଳ ପ୍ରୟୋଗ— ପୂର୍ବକ ଧରା ନ ଦେବା; ଏଡ଼ିବା —୧. To baffle one's pursuers; to evase one's chasers.
୨. ଭଣ୍ଡିବା —୨. To put off on some excuse.