Jump to content

ଉଠା

ଉଇକିଅଭିଧାନ‌ରୁ
  • ଉଠିବା
  • ଉପରକୁ ବା ଉଚ୍ଚକୁ ଗତି କରିବା
  • ଠିଆହେବା
  • ଉଦୟ ହେବା
  • ଉପରଶ୍ରେଣୀକୁ ଉନ୍ନତି

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଉଠିଥିବା; ଉଥିତ; ଉଦିତ; ପ୍ରକାଶିତ
  • ସ୍ରୋତର ବିପରୀତ ଦିଗକୁ ଉଠୁଥିବା
  • ଯାହା ଏକସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇ ପାରେ
  • କୂପ ଆଦିରୁ ଉତ୍ତୋଳିତ