Jump to content

ଉଡା

ଉଇକିଅଭିଧାନ‌ରୁ
  • ଆକାଶ ମାର୍ଗରେ ଗତି କରିବା; ଉଡିବା

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଆକାଶରେ ଉଡୁଥିବା
  • ଅପବ୍ୟୟୀ
  • ଅନିଶ୍ଚିତ
  • ଆସ୍ଥାୟୀ
  • ଶୁଣା ହୋଇଥିବା
  • ସଂକ୍ରାମକ ରୋଗ
  • ଗାଈଠାରୁ ଦୁଧ ହରିନେବାର ଅତିଚାର
  • ଗବାଦି ପଶୁଙ୍କ ଦେହରେ ହୋଇଥିବା ଘାଆ ଆଦିକୁ ଶୁଖାଇବାର ଟୁଣୁକା ଔଷଧ