ଉତ୍ପାଦନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜନ୍ମାଇବା; ଉତ୍ପତ୍ତକରିବା
  • ପ୍ରସବକରଣ; ଜନକ; ଜାତକରିବା; ବେଇବା
  • ଫଳିବା; ଫଳ ଧରିବା
  • କୌଣସି ବସ୍ତୁର ଉତ୍ପତ୍ତକରଣ
  • ଫଳରେ ଘଟାଇବା