ଉଦ୍‌ଘାତ

ଉଇକିଅଭିଧାନ‌ରୁ
(ଉଦ୍ ଘାତରୁ ଲେଉଟି ଆସିଛି)

ବିଶେଷ୍ୟ(ସଂସ୍କୃତ) [୧][ସମ୍ପାଦନା]

  • ଉତ୍+ ହନ୍ ଧାତୁ= ବଧ କରିବା+ ଭବ. ଅ
    • ସୂଚନା
    • ଉପକ୍ରମ; ଆରମ୍ଭ
    • ପ୍ରସ୍ତାବନା; ଉଲ୍ଲେଖ
    • ମୁଗୁର(A mallet; a clob )
    • ଆଘାତ
    • ବାଧା
    • ପାଦ ସ୍ଖଳନ; ଝୁଣ୍ଟିବା

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୮