Jump to content

ଉଲଗ୍ନ

ଉଇକିଅଭିଧାନ‌ରୁ

ବିଶେଷ୍ୟ -

[ସମ୍ପାଦନା]

୧. ଊଲଙ୍ଗ, ବସ୍ତ୍ରହୀନ, ଲଙ୍ଗଳା - naked

[ଉ- ଗୋପୀଙ୍କ ବସନ ନେଇ କଦମ୍ବ ଡାଳରେ ଥୋଇ ସମସ୍ତ ଦେହ ଉଲଗ୍ନ କମ୍ପି ଥରିବୁ । ୩ । ବନମାଳି ଦାସ(ମୁଁ ବିକିଦେଇଛି ପରାଣ)]


୨. ଆବରଣଶୁନ୍ୟ୍ - uncovered