ଓଜସ୍ଵୀ

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା,ବିଶେଷଣ,ପୁଂଲିଙ୍ଗ (ଓଜସ୍+ଅଛି ଅର୍ଥରେ ବିନ୍ ପ୍ରଥମା ୧ବଚନ ) [୧] [୨][ସମ୍ପାଦନା]

  • ତେଜସ୍ଵୀ,ତେଜୀୟାନ୍ (Energetic )
  • ବଳବାନ (Strong )
  • ଦୀପ୍ତିମାନ ( Splendid,lustrous )
  • କ୍ଷମତାଶାଳୀ ( Powerful )
  • ଓଜୋଗୁଣବିଶିଷ୍ଠ ( Elaborate,emphatic )

ଆଧର[ସମ୍ପାଦନା]

  1. ପ୍ରମୋଦ ଅଭିଧାନ,ପୃଷ୍ଠା - ୪୩୬
  2. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା -୧୧୬୩