କଂଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂଶକ
ଉଚ୍ଚାରଣ: Kaṁṡaka

ସଂ. ବି. —

୧: (କଂଶ+ତୁଲ୍ଯାର୍ଥେ କ; ଏହାର ବର୍ଣ୍ଣ କଂସାପରି) —

ହୀରାକଷ (ଦେଖ) ୧. Hīrākasha (See)

୨: କଂଶା ଧାତୁନିର୍ମିତପାତ୍ର (ହି. ଶଦ୍ଦସାଗର) ୨. A pot or vessel made of bell-metal.