କଂଶକାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂଶକାର
ଉଚ୍ଚାରଣ: Kaṁṡakāra

ସଂ. ବି. (କଂଶ+କୃ ଧାତୁ+କର୍ତ୍ତୃ. ଅ) —

କଂଶା ବାସନ ତିଆରି କରିବା ଜାତି; କଂଶାରି ବା ଥଟାରି ଜାତି —A brazier.