କଂଶତାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂଶତାଳ
ଉଚ୍ଚାରଣ: Kaṃṡatāḻa

ସଂ. ବି. (ମଧ୍ୟପଦଲୋପୀ; କଂଶାନିର୍ମିତ ତାଳ) —

ଝାଞ୍ଜ (ହି. ଶବ୍ଦସାଗର) —Cymbals.