କଂଶ କଚଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂଶ କଚଡ଼ା
ଉଚ୍ଚାରଣ: Kaṁṡakachaṟḍ̠ā

ଦେ. ବି. (କଂଶ ଯେଉଁପରି କଚଡ଼ା ଖାଇ ମରିଥିଲା) —

ନିର୍ଘାତ କଚଡ଼ା; ମନୁଷ୍ୟକୁ ଊର୍ଦ୍ଧ୍ଵକୁ ଟେକି ଊର୍ଦ୍ଧ୍ଵରୁ ଜୋରରେ ତଳେ ଛେଚି ଦେବା — A very strong dashing or throwing of a person on the ground.