କଂସାବତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଂସାବତୀ
ଉଚ୍ଚାରଣ: Kaṁsābatī

ସଂ. ବି. (ନାମ) —

୧: କଂସର ଭଉଣୀ; ଦେବଶ୍ରବାର, ଭାର୍ୟ୍ଯା — ୧. The sister of Kaṁsa and the wife of Debaṡrabā.

୨: ବାଲେଶ୍ବର ଜିଲ୍ଲାର କାଂସବାଂସ ନଦୀ — ୨. The river Kaṁsabāṁsa in the Balasore district.